ଆପଣଙ୍କ ଫୋନ୍ ରେ ନିଃଶୁଲ୍କ କୃଷି ପରିଚାଳନ
ଲଗ୍ ଇନ୍ ମୁକ୍ତ ସାଇନ୍ ଅପ୍
Tambero.com ଏକ ନିଃଶୁଲ୍କ ୱେବ୍‌ସାଇଟ୍ ଯୋଟା ଆପଣଙ୍କ ମୋବାଇଲ୍ ଫୋନ୍ ବା କମ୍ପ୍ୟୂଟର ରେ କାମ କରେ ଆଉ ଆପଣଙ୍କୁ ନିଜ ପଶୁଙ୍କର ଆଉ ଫସଳଙ୍କର ସୂଚନା ଦାଖଲ କରିବା ପାଇଁ ଅନୁମତି ଦିଏ |
ନିଜ ପଶୁଙ୍କର ଡାଟାକୁ ଦାଖଲ କରିବା ପାଇଁ ଆପଣ ବୈଜ୍ଞାନିକ ଡାଟା ଆଉ ସବଠୁ ଭଲ ଖେତର ଶୈଳିର ଉପୟୋଗ ଉପରେ ଆଧାରିତ ସୁଧାର ପାଇଁ ଅନୁମୋଦନଗୁଡିକ ପ୍ରାପ୍ତ କରିପାରିବେ |
ନିଜ ପଶୁଙ୍କର ଆଉ ଭୁଖଣ୍ଡ,ପ୍ରବୀର୍ଯ୍ୟନ,ସ୍ୱାସ୍ଥ୍ୟ ଘଟଣାଙ୍କୁ, ଫୀଡ଼୍ ରାଶନ୍, ଦୁଗ୍ଧ ଉତ୍ପାଦନ, ମୋଟାପା, ତାପର ପରିଚାୟକ ଆଉ ତନାବ ସ୍ତରର ପରିଚାଳନା କରନ୍ତୁ|
ପୃଥିବୀର ହଜାର କୃଷିଙ୍କ ସହିତ ମିସନ୍ତୁ ଯୋମାନେ ଆମର ନିଃଶୁଲ୍କ ଏପ୍ପ ସହିତ ତାନ୍କ ଉତ୍ପାଦ ବଢେଇଛନ୍ତି

ଉପୟୋଗ କରିବା ପାଇଁ ସହଜ ତକନୀକ

ବିଶେଷ ରୂପରେ ନିଜ କାମକୁ ସହଜ କରିବା ପାଇଁ ରୂପାଂକିତ ଏକ ସମ୍ପୂର୍ଣ୍ଣ ଦୃଷ୍ଟିସଂକ୍ରାନ୍ତ ବାତାବରଣ ମାଧ୍ୟମ ରେ ନିଜ ଖେତର ବ୍ୟବସ୍ଥା କରନ୍ତୁ |

କୃଷି

ନିଜ କାମରେ ସୁଧାର କରିବାକୁ ନିଜ ମଞ୍ଜି, ଫସଳ, ବର୍ଷା ଆଉ ଭୂମି ପାର୍ସଲ୍ ରେ ନଜ଼ର ରଖନ୍ତୁ ଆଉ ଅନ୍କିତ କରନ୍ତୁ | ଏକ ସ୍ୱନିର୍ଧାରିତ ପାଗ ପୂର୍ବାନୁମାନ କୁ ଶାମିଳ କରିକି |

ବିଭିନ୍ନ ପଶୁଧନ ଜାତି

ପଶୁ,ଜ଼େବୂ ଗାଈଗୋରୁ,ଛେଳି,ମଇଁଷି,ମେଣ୍ଢା,ଓଟ,ଅଲ୍ପାକା ବା ଲାମା


ଲଗ୍ ଇନ୍ ମୁକ୍ତ ସାଇନ୍ ଅପ୍
ଆପଣଙ୍କ ଖାତାର ସୂଚନା ପୂରା ନିଜସ୍ୱ ଆଉ ଗୋପନୀୟ ଅଛି | ଆପଣଙ୍କ ଅନୁମତିରୁ ବିନା ଆପଣଙ୍କ ପଶୁ ଆଉ ଫସଳର ସୂଚନାର ଉପୟୋଗ କେହେବି କରିପାରିବେନି |
অসমীয়া - বাঙালি - English - ગુજરાતી - हिन्दी - ಕನ್ನಡ - മലയാളം - मराठी - ଓଡ଼ିଆ - ਪੰਜਾਬੀ ਦੇ - தமிழ் - తెలుగు - اردو